Webportal
Browsing Category

State

ବିଚାରାଧୀନ ଆସାମୀ ଚମ୍ପଟ ଘଟଣାରେ ପାଞ୍ଚ ପୋଲିସ କର୍ମୀ ନିଲମ୍ବିତ

ତୃତୀୟ ଥର ପାଇଁ ଚମ୍ପଟ ମାରିଥିବା ବିଚାରାଧିନ ବନ୍ଦୀ ତପନ ରାଉତ ଘଟଣାରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଶଶୀ ଭୂଷଣ ଶତପଥି କର୍ତ୍ୟବ୍ୟରେ ଅବହେଳା ପାଇଁ ଜଣେ ହାବିଲଦାର ସମେତ ୫ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବନ କରିଛନ୍ତି ।ତପନକୁ ଏକ ଭ୍ୟାନ ରେ ଖଣ୍ଡପଡା ସବ ଜେଲ ରୁ ଭାପୁର କୋର୍ଟ ନେବା ବେଳେ ସେ…
Read More...

ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ

ହୀରାକୁଦ ର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳପତନ ବୃଦ୍ଧି ପାଉଥିବାରୁ ଆସନ୍ତା ୧୪ ତାରିଖ ଦିନ ପୂର୍ବାହ୍ନ ୧୧ଟା ପରେ ଯେ କୌଣସି ମୁହୂର୍ତ୍ତରେ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ ବୋଲି ହୀରାକୁଦ ର ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି।
Read More...

କେନ୍ଦୁଝର ରେ ସେକ୍ସ ରାକେଟ ଠାବ, ପାଞ୍ଚ ଯୁବତୀ ଉଦ୍ଧାର

କେନ୍ଦୁଝର ସହରରେ ଶୁକ୍ରବାର ରାତିରେ ଏକ ସେକ୍ସ ରାକେଟ ଠାବ ହୋଇଛି ।କୌଣସି ସୂତ୍ର ରୁ ଖବର ପାଇ ଟାଉନ ଥାନା ପୋଲିସ୍ ଏକ ଭଡା ଘରେ ଛାପା ମାରି ଛଅ ଜଣ ଓଡିଆ ଯୁବକ ଙ୍କ ସହ ପାଞ୍ଚ ଜଣ ଅଣ ଓଡିଆ ଝିଅ ଙ୍କୁ ଗିରଫ କରି ଟାଉନ ଥାନା ରେ ପଚରା ଉଚୁରା କରି ତଦନ୍ତ ଯାରି ରଖିଛି ।ଗିରଫ ହୋଇଥିବା…
Read More...

ନୂଆପଡା ଜିଲ୍ଲାରେ ବାଘ ଆତଙ୍କ

ଗତ ଦୁଇ ଦିନ ହେଲା ପୁଣି ନୂଆପଡା ଜିଲ୍ଲାରେ ବାଘ ଆତଙ୍କ ଲୋକଙ୍କ ନିଦ ହଜାଇ ଦେଇଛି । ୨୦୧୭ ମସିହା ଜୁନ ମାସ ବାଘ ଆକ୍ରମଣ ଘଟଣା ର ପୁନରାବୃତ୍ତି କାଳେ ହୋଇଯିବ ସେ ଭୟରେ ଲୋକେ ଥରହର। ଜିଲ୍ଲାର କୁକୁଡ଼ାତାଳ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି ଓ ସ୍ଥାନୀୟ ଲୋକେ ଭୟଭୀତ ଥିବା ଦେଖିବାକୁ ମିଳିଛି…
Read More...

ପ୍ରକାଶ ପାଇଲା ବିଧାନସଭା ର ବିଭିନ୍ନ କମିଟି ର ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାମ ତାଲିକା

ବିଧାନସଭା ର ବିଭିନ୍ନ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କର ନାମ ଘୋଷଣା ହେବାପରେ ବିଧାନସଭା ସଚିବାଳୟ ପକ୍ଷରୁ ସେ ସମ୍ପର୍କିତ ତାଲିକା ପ୍ରକାଶ ପାଇଛି।ପିଏସି ର ଅଧ୍ୟକ୍ଷ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ, ପ୍ରାକଲନ କମିଟି ଅଧ୍ୟକ୍ଷ ଭାବେ ପ୍ରତାପ କେଶରୀ ଦେବ, ପିୟୁସି ଅଧ୍ୟକ୍ଷ ଅତନୁ…
Read More...

ସାବଧାନ ଲୁଟେରା

ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ହେବ ଲୁଟେରା ଏବଂ ମାଦକଦ୍ରବ୍ୟ ବ୍ୟବସାୟୀ ମାନଙ୍କର ଯେଉଁ ରାଜ ଚାଲିଥିଲା ସେଥିରେ ଆକଟ ଲାଗିଛି।ରାଜ୍ୟରେ ବଢୁଥିବା ଅପରାଧ ଉପରେ ରୋକ ଲଗାଇବାକୁ ରାଜ୍ୟ ପୋଲିସ ତତ୍ପର ହୋଇ ଉଠିଛି।କ୍ରମାଗତ ଲୁଟକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇବା ସହ ପୋଲିସ ର…
Read More...

ଘରେ ଛୋଟ ଝିଅ କୁ ମାଡ ମାରିବା କଥା ଗଲା ଥାନାକୁ

କାଲିର ବାଲେଶ୍ବର ଜିଲ୍ଲା ବସ୍ତାର ଦୁର୍ଭାଗ୍ୟଜନକ ଘଟଣା ପରେ ଆଜି ଅନୁରୂପ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡତରାସ ଗ୍ରାମରେ।ଆଜି ସକାଳେ କୌଣସି କାରଣରୁ ରାଗିଯାଇ ତିନି ବର୍ଷ ର ନାତୁଣୀ କୁ ତାର ଆଇ ମାଡମାରି ଘରେ ବନ୍ଦ କରି କୌଣସି କାମରେ ଚାଲିଯାଇଥିଲା। ପିଲାଲ କାନ୍ଦ…
Read More...

କଂଟିଜେନସି ଫଣ୍ଡକୁ ବିଜେଡି ଅପବ୍ୟବହାର କରିଥିବା ଅଭିଯୋଗ

ଶାସକ ବିଜେଡି ପକ୍ଷରୁ ଗତ ନିର୍ବାଚନରେ ଭୋଟ ହାତେଇବା ପାଇଁ ସମ୍ବିଧାନର ଉଲଂଘନ କରି ଉଦେଶ୍ୟ ମୂଳକ ଭାବେ କଂଟିଜେନସି ଫଣ୍ଡକୁ ୪୦୦ ରୁ ୧୪୦୦ କୋଟିକୁ ବୃଦ୍ଧି କରାଯାଇ କାଳିଆ ଓ ମଧୁବାବୁ ପେନସନ ଯୋଜନା ଆଦି କରାଯାଇ ଅର୍ଥକୁ ଖର୍ଚ୍ଚ କରାଯାଇଥିଲା।ଏ ପ୍ରକାର ଅଭିଯୋଗ ବିରୋଧୀ ଦଳ ନେତା ପ୍ରଦୀପ୍ତ…
Read More...

ଫୁଣି ବଢ଼ିଲା ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ

ଆସନ୍ତା ଅଗଷ୍ଟ ଚାରି ତାରିଖରେ ଶେଷ ହେବାକୁ ଥିବା ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମ ଏମ ଦାସ କମିଶନଙ୍କ କାର୍ୟ୍ଯକାଳ ପୁନର୍ବାର ଛଅ ମାସ ପାଇଁ ଫେବ୍ରୁଆରୀ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଏହାକୁ ମିଶାଇ ରାଜ୍ୟ ସରକାର ଦ୍ୱାଦଶ ଥର ପାଇଁ ଚିଟଫଣ୍ଡ ତଦନ୍ତ କମିଶନଙ୍କ…
Read More...

3ରୁ ପ୍ରବଳ ବର୍ଷିବ

ଦୁଇ ତାରିଖରେ ଉତ୍ତର - ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ତିନି ତାରିଖରୁ ପ୍ରବଳ ବର୍ଷା ହେବ ଯାହା ଛଅ  ତାରିଖ ସୁଦ୍ଧା ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ଠାରେ ଅତିକ୍ରମ କରିବ ବୋଲି ପାଣିପାଗ ବିଶେସଜ୍ଞ ଡକ୍ତରଶରତ ଚନ୍ଦ୍ର ସାହୁ…
Read More...