Webportal
Browsing Category

State

ଆଜିଠାରୁ କିରୋସୀନ କୋଟା ହ୍ରାସ

କେନ୍ଦ୍ର ସରକାର ରାଜ୍ୟ ପାଉଥିବା କିରୋସିନ କୋଟା ମାସିକ ୨୦୭୦୦ କିଲୋଲିଟର ରୁ ୧୬୩୮୪ କିଲୋଲିଟର କମାଇ ଦେବାରୁ ଆଜିଠାରୁ ପଡିକାର୍ଡ ଧାରୀ ମାନଙ୍କୁ ଅଢେଇ ଲିଟର ବଦଳରେ ଦୁଇ ଲିଟର ମିଳିବ।ବିଧାନସଭା ରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପସ୍ୱାଇଁ।
Read More...

କାଳିଆ ଯୋଜନା ରୁ ବାଦ ପଡିବେ ଅଯୋଗ୍ୟ ହିତାଧିକାରୀ

କାଳିଆ ଯୋଜନାରେ କେବଳ ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ କେହି ଜଣେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଦିଆଯାଉଥିବା ସହାୟତା ରୁ ବଞ୍ଚିତ ହେବେ ନାହିଁ।ପୂର୍ବରୁ ପ୍ରସ୍ତୁତ ତାଲିକାରେ ଯଦି କେହି ଯୋଗ୍ୟ ବିବେଚିତ ହେଉ ନ ଥିବା ହିତାଧିକାରୀ ଥିବେ ତେବେ…
Read More...

ରାଜ୍ୟରେ ଖୋଲିବ ୬୦ ନୂଆ କୋର୍ଟ

ଗତବର୍ଷ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ ୬୦ଟି ନୂତନ କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଏହା ବ୍ୟତୀତ ୩୮ଟି ସ୍ଥାନରେ ଜେ ଏମ ଏଫ ସି କୋର୍ଟ ଖୋଲିବାକୁ ସ୍ଥିର ହୋଇଛି ବୋଲି ବିଧାନସଭା ରେ ପ୍ରଶ୍ନ କାଳରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।ବର୍ତ୍ତମାନ ଥିବା…
Read More...

କଳିଙ୍ଗ ହସ୍ପିଟାଲର ଦୁଇ ଅଲ୍ଟ୍ରାସାଉଣ୍ଡ ମେସିନ ସିଲ

ଆଇନ ଉଲଂଘନ ଅଭିଯୋଗ ରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲର ଦୁଇଟି ଅଲ୍ଟ୍ରାସାଉଣ୍ଡ ମେସିନ କୁ ସିଲ କରାଯିବା ସହ ଡାକ୍ତରଖାନା କର୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ର ପିପିପିଏନଡିଟି ସେଲ ପକ୍ଷରୁ ମିଳିତ ଭାବେ…
Read More...

ସୁପାରିଶ ତୁଳନାରେ ଓଡିଶାକୁ ମିଳୁଛି କମ ଅନୁଦାନ

ଚତୁର୍ଦ୍ଦଶ ଅର୍ଥ କମିଶନ କରିଥିବା ସୁପାରିଶ ଠାରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ କମ ଅନୁଦାନ ଅର୍ଥ ପାଉଛନ୍ତି ଯାହାର କାରଣ ହେଲା ବର୍ତ୍ତମାନ ପର୍ଯ୍ୟନ୍ତ ଜିଏସଟି ସ୍ଥିର ନ ହେବା।ଜି ଏସ ଟି ସ୍ଥିର ହେଲା ପରେ ହିଁ ସୁପାରିଶ ଠିକ ଭାବେ କାର୍ଯ୍ୟକାରୀ ହେଇପାରିବ ବୋଲି ବିଧାନସଭା ରେ ଏକ ପ୍ରଶ୍ନର…
Read More...

ରସଗୋଲା କୁ ମିଳିଲା ଜିଆଇ ମାନ୍ୟତା

ଓଡ଼ିଶାର ରସଗୋଲାକୁ ଜିଓଗ୍ରାଫିକ ଇଣ୍ଡିକେସନ ବା ଜିଆଇ ମାନ୍ୟତା ମିଳିଛି ଯାହା ରାଜ୍ୟ ପାଇଁ ଗର୍ଵ ଓ ଗୌରବ ର ବିଷୟ।ଏହି ମାନ୍ୟତା ର ସୂଚନା ଏକ ବିଜ୍ଞପ୍ତି ଦ୍ୱାରା ଭାରତ ସରକାରଙ୍କ ଚେନ୍ନାଇ ସ୍ଥିତ ଜିଆଇ ରେଜିଷ୍ଟ୍ରାର ଜଣାଇ ଅଛନ୍ତି।ଏହାସହ ରସଗୋଲା ବିବାଦରେ ପଶ୍ଚିମବଙ୍ଗ ସହ ଲଢେ଼ଇ ରେ…
Read More...

ଆଜି ଗିଲୋଟିନ

ଆଜି ବିଧାନସଭା ରେ ଶକ୍ତି ବିଭାଗ ର ଖର୍ଚ୍ଚ ଦାବି ଆଲୋଚନା ହୋଇ ଗୃହୀତ ହେବ ଓ ପରେ ଆଲୋଚନା ହୋଇ ପାରି ନ ଥିବା ବିଧାନସଭା ସମେତ ଅନ୍ୟାନ୍ୟ ବିଭାଗ ର ଖର୍ଚ୍ଚ ଦାବି ଗୁଡିକ ଗିଲୋଟିନ ଦ୍ୱାରା ଗୃହୀତ ହେବ।ବିରୋଧୀ ଦଳର ହଟଗୋଳ ପାଇଁ ଗତ ତେଇଶ ତାରିଖରେ ଉପସ୍ଥାପିତ ହୋଇ ପାରି ନ ଥିବା ବିଦ୍ୟାଳୟ ଓ…
Read More...

ଶ୍ରୀମନ୍ଦିରକୁ ପାନ ଗୁଟକା ମନା

ଆଜି ଅନୁଷ୍ଠିତ ପୁରୀ ଶ୍ରୀ ମନ୍ଦିର ପରିଚାଳନା କମିଟିର ବୈଠକରେ ଆସନ୍ତା ଅଗଷ୍ଟ ଏକ ତାରିଖରୁ ଶ୍ରୀ ମନ୍ଦିର ଭିତରକୁ ଉଭୟ ସେବାୟ୍ୟତ ଏବଂ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାନ ଗୁଟକା ନେବାକୁ ନିଷିଦ୍ଧ କରାଯାଇଛି।କଟକଣା ନ ମାନିଲେ ଜୋରିମାନା ଦେବାକୁ ପଡିବ।
Read More...

ବଦଳିବ ରାଜ୍ୟ ସଚିବାଳୟ ନାମ

ଓଡ଼ିଶା ରାଜ୍ୟ ସଚିବାଳୟର ନାମ ବଦଳାଇ ରଖାଯିବ ଲୋକସେବା ଭବନ।ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏବେକାର ସଚିବାଳୟ କୁ ୧୯୫୯ ମସିହାରେ ତତ୍କାଳୀନ କେନ୍ଦ୍ରୀୟ ମନ୍ତ୍ରୀ ଗୋବିନ୍ଦ ବଲଃବ ପନ୍ତ ଉଦଘାଟନ କରିଥିଲେ।
Read More...

ନିଜ ପାଇଁ ସୁରକ୍ଷା ଦାବି କଲା ରାଜ୍ୟ ପୋଲିସ

ରାଜ୍ୟରେ ବାରମ୍ବାର ପୋଲିସ ଉପରେ ହେଉଥିବା ଆକ୍ରମଣ କୁ ନେଇ ଆୟୋଜନ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ମାନଙ୍କ ଭଳି ପୋଲିସ ପାଈଁ ମଧ୍ୟ ଆଇନଗତ ସୁରକ୍ଷା ଦାବି କରିଛି ରାଜ୍ୟ ପୋଲିସ ସଙ୍ଘ।ଏହି ଅବସରରେ ବାଲିଆପାଳ ଥାନା ଆଇଆଇସି ଙ୍କୁ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିବା ସହ ପୋଲିସର ସୁରକ୍ଷା…
Read More...