Webportal
Browsing Category

State

ବୋଲବମ ଯାତ୍ରା ସମୟରେ ଦୁର୍ଘଟଣାରେ ଦୁଇ ମୃତ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରୁ  ୧୧ ଜଣ ବୋଲବମ ଭକ୍ତ ଏକ ବୋଲେରୋ ଗାଡ଼ିରେ ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ବଲାଙ୍ଗୀର ସ୍ଥିତ ଗୁପ୍ତେଶ୍ଵର ଶିବ ମନ୍ଦିର କୁ ଦର୍ଶନ କରିବା ପାଇଁ ବାହାରିଥିଲେ। କିନ୍ତୁ ବାଙ୍ଗିରିପୋସି ସ୍ଥିତ ଦ୍ୱାରଶୁଣି ଘାଟିର ପ୍ରଥମ ମୋଡ଼ରେ ବିପରୀତ…
Read More...

ଡିକିଭାଙ୍ଗି ଚୋରି କରୁଥିବା ଗ୍ୟାଙ୍ଗକୁ ଧରିଲା ଝାରସୁଗୁଡା ପୋଲିସ

ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଡିକି ଭାଙ୍ଗି ଲୁଟ କରୁଥିବା ଗ୍ୟାଙ୍ଗ ର ଚାରି ଜଣ ମଧ୍ୟ ରୁ ତିନି ଜଣ ଧରାପଡିଲେ ଝାରସୁଗୁଡା ପୋଲିସ ହାତରେ । ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳ ର କାଳି ଦାସ, ଡି ଶ୍ରୀନିବାସ, ଏ ଶ୍ରୀନୁ ।ସେମାନେ ରୀତିମତ ଭାବେ ପଶ୍ଚିମ ଓଡ଼ିଶାର ବିଭିନ୍ନ…
Read More...

ସାରଥୀ ଆଶ୍ରମରେ ନୋଟିସ ଝୁଲାଇଲା ଇ ଡି

ଆଜି ଭାରତ ସରକାରଙ୍କ ପକ୍ଷରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାରଥି ଆଶ୍ରମରେ ନୋଟିସ୍ ବୋର୍ଡ ଲଗାଇଛି । ସାରଥି ଆଶ୍ରମ ଓ ତାହାର ପାଖାପାଖି ଅଞ୍ଚଳରେ ରହିଥିବା ୨୬ ଗୋଟି ପ୍ଲଟ ଉପରେ ପ୍ରବର୍ତ୍ତିତ ନିର୍ଦ୍ଦେଶାଳୟ କଟକଣା ଲାଗୁ କରିଥିବା କଥା ଏତଦ୍ବାରା ଜନ ସାଧାରଣଙ୍କୁ ଜଣାଇ…
Read More...

ଡାନ୍ସବାର ଉପରେ ଚଢ଼ାଉରେ ୯୬ ଯୁବତୀ ଉଦ୍ଧାର

ଗତ ମଧ୍ୟରାତ୍ରରେ ଭୁବନେଶ୍ୱର ମହାନଗର ର କଟକ ରୋଡ଼ ସ୍ଥିତ ପ୍ରାୟ ଏଗାରଟି ଡାନ୍ସ ବାର ଉପରେ ଚଢ଼ାଉ କରି ପୋଲିସ ୯୬ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।ସମସ୍ତ ଉଦ୍ଧାର ହୋଇଥିବା ଯୁବତୀ ମାନେ ଗ୍ରାହକ ମାନଙ୍କ ମନୋରଞ୍ଜନ କରିବା ସହ ଅନୈତିକ କାର୍ଯ୍ୟ ରେ ଲିପ୍ତ ଥିବା ଅଭିଯୋଗ। ଓଡ଼ିଶା ଓ ବିହାର…
Read More...

୨୬୫୬ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ

ରାଜ୍ୟରେ ମୋଟ ୧୭୧୪୩ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ୨୧୫୯ ସ୍କୁଲ ଗୃହ ବିପଦଶଙ୍କୁଳ ଅବସ୍ଥାରେ ଅଛି ଓ ୨୬୫୬ଟି ରେ ପ୍ରଧାନ ଶିକ୍ଷକ ନାହାନ୍ତି।ବିଧାନସଭା ରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ୧୧୫୩୨ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ…
Read More...

ଖସିଲା ଛାତ, ଅଳ୍ପକେ ବର୍ତିଲେ ଛାତ୍ରୀ ମାନେ

ଆଜି ମଧ୍ୟାହ୍ନରେ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାବେରୀ ଛାତ୍ରୀ ନିବାସରେ ଛାତ ପଡି ଅଳ୍ପକେ ବଞ୍ଚିଲେ ବହୁଛାତ୍ରୀ। ବିଶ୍ବବିଦ୍ୟାଳୟ କତୃପକ୍ଷଙ୍କ ଅପାରଗତା ପଦାରେ ପଡିଲା । ଏଥି ପାଇଁ ବିଶ୍ଵବିଦ୍ୟାଳୟ ପ୍ରଶାସନ ଦାୟୀ ନା ସରକାର ଦାୟୀ ?ବୋଲି ଆଲୋଚନା। କାହିଁକି ପୁରଣା କୋଠା ଘର କୁ…
Read More...

କମ୍ବିଂ ଅପରେସନ ରେ ମାଓବାଦୀ ମୃତ

ଠିକାଦାର ରାଜିନ୍ଦ୍ର ସାହୁ ଓ ବାବୁପଦରର ଭୀମ ଦୋରା ହତ୍ୟାକାଣ୍ଡ ପରେ ପୋଲିସ କୁମ୍ବିଂ ଆପରେସନକୁ ଜୋରଦାର କରିଛି।କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କୋଟବୁଣ୍ଡେଲ ନିକଟରେ ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ଭବାନିପାଟଣାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା…
Read More...

ମଦ ଦୋକାନ ଖୋଲିବାକୁ ଇ-ନିଲାମୀ କରିବେ ସରକାର

୨୦୦୬ ରୁ ଆଜି ପର୍ଯ୍ୟନ୍ତ ନୂତନ ମଦ ଦୋକାନ ଖୋଲାଯାଇ ନାହିଁ, ତେଣୁ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଖୁବଶୀଘ୍ର ଇ-ଅକ୍ସନ କରାଯିବ ଯାହା କୋର୍ଟରେ ମାମଲା ବିଚାରଧୀନ ଥିବାରୁ ବିଳମ୍ବ ଘଟୁଛି। ଏ ସମସ୍ତ ସୂଚନା ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭା ରେ ଦେଇଛନ୍ତି।ସେ କହିଛନ୍ତି ଯେ…
Read More...

ସରକାରୀ ଯୋଜନା କୁ ବେଖାତିର, ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ନାହିଁ, ଛାତ୍ର ଛାତ୍ରୀ ଏକ କିଲୋମିଟର ଯାଉଛନ୍ତି ପାଣି…

ଆଶ୍ଚର୍ଯ୍ୟ ହେଲେ ବି ସତ, ବିଦ୍ୟାଳୟ ଅଛି କିନ୍ତୁ ପାନୀୟ ଜଳ ନାହିଁ।ପାନୀୟ ଜଳ ପାଇଁ ଛାତ୍ର ଛାତ୍ରୀ ଏକ କିଲୋମିଟର ଯାଉଛନ୍ତି।ଏ ହେଲା ବାସ୍ତବ ଚିତ୍ର ଉପାନ୍ତ ଅଞ୍ଚଳରେ ଶିକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନିକ ବ୍ୟବସ୍ଥାର ଆନ୍ତରିକତା।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର…
Read More...

ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ପଡ଼ିଲା କଳିଙ୍ଗ ହସ୍ପିଟାଲ

ବିଧାୟକ ମୋହନ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ଚାରି ଜଣିଆ କମିଟି ରିପୋର୍ଟ ଆଧାରରେ ସମ୍ପୃକ୍ତ ହସ୍ପିଟାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ଗତ ଶୁକ୍ରବାର ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଓଡ଼ିଶା…
Read More...