Browsing Category
State
ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ନେଇ ଯାଉଥିବା ଯାତ୍ରୀବାହୀ ବସ ଅଟକ
ମୟୂରଭଞ୍ଜ ଜିଲ୍ଲାରେ ନିରୀହ ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସକୁ ଅଟକ ରଖାଯାଇଛି | ସୂଚନା ଅନୁଯାୟୀ ଆଜି ସକାଳୁ ବଡଖମଣ, ବହୁବନ୍ଧ, ଭୀମତାଳି ଏବଂ ବଡସିଙ୍ଗାରିଆ ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ପଠାଯାଉଥିବା…
Read More...
Read More...
ଚାକିରିକୁ ବର୍ଷେ ହୋଇନି, ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରାପଡ଼ିଲେ
ଚାକିରିକୁ ବର୍ଷେ ହୋଇନି, ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଲା ଧରାପଡ଼ିଲେ।
ହେ ପ୍ରଭୁ! ଲୋଭ ପୁଣି ଏମିତି। ଓଏଏସ୍ ପାସ୍ କରି ଚାକିରି ପାଇବାକୁ ବର୍ଷେ ହୋଇନି। ହେଲେ ଲୋଭରେ ପଡ଼ିଗଲେଣି। ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ରେଶମ ନିର୍ଦ୍ଦେଶକ…
Read More...
Read More...
ଅଧ୍ୟକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ଅଧ୍ୟାପିକା ମାନଙ୍କ ବିରୁଦ୍ଧରେ ଛାତ୍ରଛାତ୍ରୀ ଆଣିଲେ ଅଭିଯୋଗ
ଯେଉଁ ଅଧ୍ୟାପିକା ମାନେ ଅଧ୍ୟକ୍ଷଙ୍କ ନାମରେ ଅଭିଯୋଗ କରିଛନ୍ତି ସେମାନେ ଠିକ୍ ସେ ଡିୟୁଟି କରନ୍ତି ନାହିଁକି ଠିକ୍ଠାକ୍ ପାଠ ପଢାନ୍ତି ନାହିଁ। ତେବେ ଅଧ୍ୟକ୍ଷ ଏନେଇ ବିରକ୍ତ ହେବାରୁ। ତାଙ୍କ ନାମରେ ମଥ୍ୟା ଅଭିଯୋଗ ଆଣିଛନ୍ତି ଅଧ୍ୟାପିକା ମାନେ।
ବାରିପଦା ଏମ୍ପିସି ଜୁନିୟର କଲେଜର…
Read More...
Read More...
ନୂଆବର୍ଷରୁ ନୂଆ ନିୟମ ; ଏସି ଟନେଲରେ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ
ନୂଆବର୍ଷରୁ ନୂଆ ନିୟମ ; ଏସି ଟନେଲରେ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ।
ମରଚିକୋଟ ଛକରୁ ହେବ ନୋ’ ଭେଇକିଲ୍ ଜୋନ୍। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ। ଆମ୍ବୁଲାନ୍ସ ଯିବ ଗ୍ରୀନ୍ କରିଡରରେ। ନୂଆ ଦର୍ଶନ ବ୍ୟବସ୍ଥା ସଂପର୍କରେ ଭକ୍ତଙ୍କଠାରୁ…
Read More...
Read More...
ଚର୍ଚ୍ଚାରେ ପ୍ରଦୀପ ପାଣିଗ୍ରାହୀ: କେନ୍ଦ୍ରମନ୍ତ୍ରୀ ଓ ବାଚସ୍ପତିଙ୍କ ମଝିରେ ବସିଲେ
ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଣି ଚର୍ଚ୍ଚାରେ । ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଆଜି ଶପଥ ଗ୍ରହଣ ସମାରୋହ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଆଗଧାଡ଼ିରେ ପ୍ରଦୀପଙ୍କୁ ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଚସ୍ପତି ପ୍ରମିଳା…
Read More...
Read More...
ଶୁଣନ୍ତୁ ପାଣ୍ଡିୟାନ ବାବୁ ; ଶବକୁ ୮ କିମି ବୋହିଲେ ପରିବାର ଲୋକ
ଶବକୁ ୮ କିମି ବୋହିଲେ ପରିବାର ଲୋକ।ଆଠ କିଲୋମିଟର ଶବକୁ କାନ୍ଧରେ ବୋହିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ ।ସୂଚନା ଅନୁଯାୟୀ, ସରଧାପୁର ଗାଁର ନରେନ୍ଦ୍ର ମାଝୀଙ୍କ ପତ୍ନୀ ଦେମାଲି ମାଝୀ ଅସୁସ୍ଥ…
Read More...
Read More...
୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ଭି କାର୍ତ୍ତିକେୟ ପାଣ୍ଡିଆନ
୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ଭି କାର୍ତ୍ତିକେୟ ପାଣ୍ଡିଆନ।ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ମିଳିଛି ନୂଆନିଯୁକ୍ତି। ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ଭି କାର୍ତ୍ତିକେୟ ପାଣ୍ଡିଆନ। ତାଙ୍କୁ…
Read More...
Read More...
ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କ ମୃତ୍ୟୁ
ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଶାଣୀ ନୂଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ। ମୃତ ମହିଳା ଜଣଙ୍କ ହେଲେ ସୌଦାମିନୀ ରଥ।ସୌଦାମିନୀ ଘରେ ଏକୁଟିଆ ରହୁଥିଲେ। ଗତକାଲି ରାତିରେ ସୌଦାମିନୀ ନିଜ ଘରେ ଫୋନରେ…
Read More...
Read More...
ଦୋକାନ ବନ୍ଦ ସମୟରେ ବନ୍ଧୁକ ମୁନରେ ଲୁଟ
ରାତି ପ୍ରାୟ ୧୦ କି ୧୧ ହେବ । ଦୋକାନ ବନ୍ଦ କରିବା ପରେ ଘରକୁ ବାହାରୁଥିଲେ ଦୁଇ ଭାଇ । ହେଲେ ଏତିକି ବେଳେ ହଠାତ୍ ଆସିଯାଇଥିଲେ ୨ ଦୁର୍ବୃତ୍ତ । ଖାଲି ଆସିଥିଲେ ତାହା ନୁହେଁ ବରଂ ସାଙ୍ଗରେ ଆଣିଥିବା ବନ୍ଧୁକ ଦେଖାଇ ଦୋକାନରୁ ଆରମ୍ଭ କରିଦେଇଥିଲେ ଲୁଟ୍ପାତ୍ । ଏମିତିକି ସୁନା ଚେନ୍କୁ…
Read More...
Read More...